ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିପି   ବିଶେଷ୍ୟ

ଅର୍ଥ : ଅକ୍ଷର ବା ବର୍ଣ୍ଣର ଚିହ୍ନ

ଉଦାହରଣ : ଏହି ପଥର ଉପରେ ବ୍ରାହ୍ମୀ ଲିପିରେ କିଛି ଲେଖା ଯାଇଛି

अक्षरों या वर्णों के चिह्न।

इस पत्थर पर ब्राह्मी लिपि में कुछ लिखा हुआ है।
लिपि, लिबि

A particular orthography or writing system.

script

ଅର୍ଥ : ଚିହ୍ନଦ୍ୱାରା ଧ୍ୱନି ବା ଉଦ୍ଦେଶ୍ୟକୁ ଲିଖିତ ରୂପରେ ବ୍ୟକ୍ତ କରିବାର ବିଶିଷ୍ଟ ପଦ୍ଧତି

ଉଦାହରଣ : ହିନ୍ଦୀ ଦେବନାଗରୀ ଲିପିରେ ଲେଖାଯାଏ

चिह्नों द्वारा ध्वनि या आशय को लिखित रूप में व्यक्त करने की विशिष्ट पद्धति।

हिन्दी देवनागरी लिपि में लिखी जाती है।
लिपि, लिबि

A particular orthography or writing system.

script