ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଲିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଲିମା   ବିଶେଷ୍ୟ

ଅର୍ଥ : ଲାଲ ହେବାର ଅବସ୍ଥା ବା ଭାବ

ଉଦାହରଣ : ସୂର୍ଯୋଦୟ ତଥା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କ ଲାଲିମା ଦେଖିଲେ ହିଁ ଜଣାଯାଏ

ସମକକ୍ଷ : ଅରୁଣିମା, ରକ୍ତିମା

लाल होने की अवस्था या भाव।

सूर्योदय तथा सूर्यास्त के समय सूर्य की लालिमा देखते ही बनती है।
अरुणता, अरुणाई, अरुणिमा, अरुनई, अरुनता, अरुनाई, अरुनायी, अरुनिमा, रक्तता, रक्तिमा, ललाई, ललामी, लालपन, लालिमा, लाली, सुरखी, सुर्ख़ी, सुर्खी

ଅର୍ଥ : ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଆକାଶରେ ଦେଖାଯାଉଥିବା ରକ୍ତିମ ଆଭା

ଉଦାହରଣ : ରକ୍ତିମ ଆଭାର ଅସୀମ ସୌନ୍ଦର୍ଯ୍ୟ ମନକୁ ଆକୃଷ୍ଟ କରେ

ସମକକ୍ଷ : ରକ୍ତିମ ଆଭା

सूर्य के निकलने और डूबने के समय आकाश में दिखाई देनेवाली लालिमा।

शफक की अतिव सुंदरता मन को लुभाती है।
शफक, शफ़क़