ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାବଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାବଣୀ   ବିଶେଷ୍ୟ

ଅର୍ଥ : ଚାଙ୍ଗୁ ବଜାଇ ଗାନ କରାଯାଉଥିବା ଏକ ପ୍ରକାର ଲୋକଗୀତ

ଉଦାହରଣ : ଲାବନୀ ମହାରାଷ୍ଟ୍ରର ଗୋଟିଏ ପ୍ରସିଦ୍ଧ ଲୋକଗୀତ

ସମକକ୍ଷ : ଲାବନୀ

एक प्रकार का लोकगीत जो प्रायः चंग बजाकर गाया जाता है।

लावनी महाराष्ट्र का एक प्रसिद्ध लोकगीत है।
लावणी, लावनी

ଅର୍ଥ : ମହାରାଷ୍ଟ୍ରର ଏକ ପ୍ରସିଦ୍ଧ ଲୋକନୃତ୍ୟ

ଉଦାହରଣ : ପ୍ରାୟତଃ କୋହ୍ଲାତୀ ଜାତିର ସ୍ତ୍ରୀମାନେ ପ୍ରଥମେ ଲାବଣୀ ନୃତ୍ୟ କରୁଥିଲେ

ସମକକ୍ଷ : ଲାବନୀ

महाराष्ट्र का एक प्रसिद्ध लोकनृत्य।

लावनी के अनेक प्रकार होते हैं।
लावणी, लावनी

A style of dancing that originated among ordinary people (not in the royal courts).

folk dance, folk dancing