ଅର୍ଥ : କାମରେ ଆସିବା ବା ଲାଗିବା
ଉଦାହରଣ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
ସମକକ୍ଷ : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
ଉଦାହରଣ :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାର୍ଯ୍ୟରତ ରହିବା
ଉଦାହରଣ :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
ସମକକ୍ଷ : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
ଅନ୍ୟ ଭାଷାରେ ଅନୁବାଦ :
कार्य आदि में रत होना।
रचना दिन भर मिठाई बनाने में लगी रही।ଅର୍ଥ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
ଉଦାହରଣ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
ସମକକ୍ଷ : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
ଉଦାହରଣ :
ସାର୍ଟରେ ବୋତାମ ଲାଗି ଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ଠିକ ଜାଗାରେ ପହଞ୍ଚେଇବା
ଉଦାହରଣ :
ଡଙ୍ଗା ନଦୀ କୂଳରେ ଲାଗିଲା
ସମକକ୍ଷ : ପହଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମରେ ଲାଗିବା
ଉଦାହରଣ :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
ସମକକ୍ଷ : ବ୍ୟସ୍ତରହିବା, ଲାଗିରହିବା
ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
ଉଦାହରଣ :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
ସମକକ୍ଷ : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
ଅନ୍ୟ ଭାଷାରେ ଅନୁବାଦ :
Appear to begin an activity.
He made to speak but said nothing in the end.ଅର୍ଥ : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
ଉଦାହରଣ :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
ସମକକ୍ଷ : ଜଣାପଡ଼ିବା, ମାଲୁମ ପଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।ଅର୍ଥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ଉଦାହରଣ :
ଜିଲାପି ଭଲଭାବେ ବୁଡ଼ିନାହିଁ
ସମକକ୍ଷ : ପିଇବା, ବୁଡ଼ିବା, ମିଶିବା, ଶୋଷିବା
ଅନ୍ୟ ଭାଷାରେ ଅନୁବାଦ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ଅର୍ଥ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ଉଦାହରଣ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
ସମକକ୍ଷ : ସମ୍ପର୍କ ହେବା, ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ଉଦାହରଣ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
ସମକକ୍ଷ : ଚଢ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
ଉଦାହରଣ :
ତରକାରୀ ଟିକେ ଲାଗିଯାଇଛି
ସମକକ୍ଷ : ସାମାନ୍ୟ ପୋଡ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :