ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲହୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲହୁ   ବିଶେଷ୍ୟ

ଅର୍ଥ : ଶରୀରର ଧମନୀରୁ ବହୁଥିବା ଲାଲ୍‌ ରଙ୍ଗର ତରଳ ପଦାର୍ଥ

ଉଦାହରଣ : ସୈନିକଙ୍କ ଶରୀରରୁ ରକ୍ତ ବହୁଥିଲା କିନ୍ତୁ ସେହି କ୍ଷେତ୍ରରେ ସେ ଶକ୍ତଥିଲେ ରକ୍ତର ଉତ୍ପତ୍ତିକୁ ଶରୀରର ଅଗ୍ନି ବା ତାପ ସହିତ ସମାନ କରାଯାଇଛି

ସମକକ୍ଷ : ରକ୍ତ, ରୁଧିର, ଶୋଣିତ

शरीर की नसों में बहने वाला लाल रंग का तरल पदार्थ।

सैनिकों के शरीर से खून बह रहा था फिर भी वे मैदान में डटे हुए थे।
रक्त की उत्पत्ति शरीर की अग्नि या ताप से मानी गई है।
अश्र, असृक्, अस्र, आग्नेय, आत्मज, आत्मजात, आस्र, कीलाल, ख़ून, खून, ब्लड, रक्त, रसभव, रुधिर, लहू, लोह, लोहू, वृजिन, शोणित