ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲବଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲବଙ୍ଗ   ବିଶେଷ୍ୟ

ଅର୍ଥ : ଏକ ବୁଦାଳିଆ ଗଚ୍ୱର କଢ଼ି ଯାହାକୁ ଶୁଖେଇ ମସଲା ଓ ଔଷଧ ତିଆରି ହୁଏ

ଉଦାହରଣ : ଦାନ୍ତ ବ୍ୟଥାରେ ଲବଙ୍ଗ ତେଲ ବ୍ୟବହୃତ ହୁଏ

ସମକକ୍ଷ : ପଦ୍ମଗୁଣା, ରୁଚିରା, ସୁପୁଷ୍ପ

Aromatic flower bud of a clove tree. Yields a spice.

clove

ଅର୍ଥ : ଯେଉଁ ଛୋଟ ଗଛର କଳିକୁ ଶୁଖାଇ ମସଲା ଏବଂ ଔଷଧ କାମରେ ଲଗା ଯାଏ

ଉଦାହରଣ : ଲବଙ୍ଗରେ ପାଣି ଦେବାକୁ ହେବ

Moderate sized very symmetrical red-flowered evergreen widely cultivated in the tropics for its flower buds which are source of cloves.

clove, clove tree, eugenia aromaticum, eugenia caryophyllatum, syzygium aromaticum

ଅର୍ଥ : ଏକ ପ୍ରକାରର ଚିରହରିତ୍ ବୃକ୍ଷ ଯାହାର ଫଳ ଔଷଧ ତିଆରି କାମରେ ଲାଗେ

ଉଦାହରଣ : ଲବଙ୍ଗ ତେଲ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ

ସମକକ୍ଷ : ଲବଂଗ

एक प्रकार का सदाबहार पेड़ जिसके फल दवा के काम आते हैं।

जैतून के बीजों से प्राप्त तेल स्वास्थ्यप्रद होता है।
जैंता, जैत, जैतू, जैतून

Evergreen tree cultivated in the Mediterranean region since antiquity and now elsewhere. Has edible shiny black fruits.

european olive tree, olea europaea, olive