ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଣ୍ଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଣ୍ଡି   ବିଶେଷ୍ୟ

ଅର୍ଥ : ଛେଳି,ମେଣ୍ଢା,ମୂଷା,ଓଟ ଆଦିଙ୍କ ବିଷ୍ଠା

ଉଦାହରଣ : ମେଣ୍ଢାର ଲଣ୍ଡି ଖେତପାଇଁ ବହୁତ ଲାଭକାରୀ

ସମକକ୍ଷ : ନଣ୍ଡି, ଲେଣ୍ଡି

बकरी, भेड़, चूहे, ऊँट आदि की विष्ठा।

भेड़ की लेंडी खेत के लिए बहुत लाभकारी होती है।
मेंगनी, लेंड, लेंड़, लेंड़ी, लेंडी, लेड़ी

Fecal matter of animals.

droppings, dung, muck

ଅର୍ଥ : ବାନ୍ଧି ଯାଇଥିବା ମଳର ଗୋଟି

ଉଦାହରଣ : ପିଲାଟି ଲଣ୍ଡି ହଗୁଛି

ସମକକ୍ଷ : ଲେଣ୍ଡି

बँधे हुए मल की बत्ती।

बच्चा लेंड़ी हग रहा है।
लेंड़ी, लेड़ी