ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲକ୍ଷ   ବିଶେଷ୍ୟ

ଅର୍ଥ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ

ଉଦାହରଣ : ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍‌ ନୁହେଁ

ସମକକ୍ଷ : ଅଭିପ୍ରାୟ, ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍‌

वह विचार जिसे पूरा करने के लिए कोई काम किया जाए।

इस काम को करने के पीछे आपका क्या उद्देश्य है?
अपने उद्देश्य से आपको भटकना नहीं चाहिए।
अनुबंध, अनुबन्ध, अपदेश, अभिप्राय, आवश्यकता, आशय, इष्ट, उद्देश्य, उपलक्ष्य, कारण, तुक, ध्येय, निमित्त, नियत, नीयत, प्रयोजन, मंशा, मंसा, मकसद, मक़सद, मतलब, मनसा, मिशन, मुद्दा, लक्ष्य, समायोग, साध्य, हेतु

The state of affairs that a plan is intended to achieve and that (when achieved) terminates behavior intended to achieve it.

The ends justify the means.
end, goal

ଅର୍ଥ : ଯାହାକୁ ଧ୍ୟାନରେ ରଖି କେତେଥର ଆଘାତ କରାଯାଏ

ଉଦାହରଣ : ଅର୍ଜୁନଙ୍କ ବାଣ ସବୁବେଳେ ଲକ୍ଷ୍ୟ ସ୍ଥାନରେ ପଡ଼େ

ସମକକ୍ଷ : ନିଷାଣ

वह जिसे ध्यान में रखकर कोई वार या आघात किया जाए।

अर्जुन का बाण हमेशा लक्ष्य पर पड़ता था।
जद, ज़द, निशाना, बेझा, लक्ष्य

The goal intended to be attained (and which is believed to be attainable).

The sole object of her trip was to see her children.
aim, object, objective, target

ଅର୍ଥ : ଅଙ୍କର ସ୍ଥାନକୁ ଗଣତିବେଳେ ଏକକ ସ୍ଥାନଆଡ଼ୁ ଗଣିଲାବେଳେ ଷଷ୍ଠ ସ୍ଥାନ ଯାହା ଏକ ଲକ୍ଷରେ ଗୁଣିହେବାଭଳି ଜଣାପଡ଼େ

ଉଦାହରଣ : ଏକଲକ୍ଷଚାରିରେ ଲକ୍ଷ ସ୍ଥାନରେ ଏକ ଅଛି୤

अंकों के स्थानों की गिनती में इकाई की ओर से गिनने पर छठा स्थान जिसमें लाख गुणित का बोध होता है।

एक लाख चार में लाख के स्थान पर एक है।
लाख