ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲକ୍ଷଣାର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲକ୍ଷଣାର୍ଥ   ବିଶେଷ୍ୟ

ଅର୍ଥ : କୌଣସି ଶବ୍ଦ ବା ବାକ୍ୟର ସାଧାରଣ ଅର୍ଥଠାରୁ ଭିନ୍ନାର୍ଥ

ଉଦାହରଣ : ଯଦି କିଏ ଆମର ଅପକାର କରେ ଏବଂ ଆମେ ତାକୁ କହୁ-ବାଃ !ଆପଣ ଅନେକ ଉପକାର କଲେ, ତାହେଲେ ଏଠାରେ ଉପକାରର ଲକ୍ଷଣାର୍ଥ ଅପକାର ହେବ

किसी शब्द या वाक्य का उसके साधारण अर्थ से भिन्न अर्थ।

यदि कोई हमारा अपकार करे और हम उससे कहें कि वाह! आपने खूब उपकार किया तो यहाँ उपकार का लक्ष्यार्थ अपकार होगा।
उपलक्षित, लक्षित, लक्षितार्थ, लक्ष्य, लक्ष्यार्थ