ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଗର ଲକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଗର ଲକ୍ଷଣ   ବିଶେଷ୍ୟ

ଅର୍ଥ : ସାଧାରଣ ଶାରୀରିକ ଅବସ୍ଥା ବା କ୍ରିୟାରେ ହେଉଥିବା ଯେଉଁ ପରିବର୍ତ୍ତନ କୌଣସି ରୋଗୀ ଅନୁଭବ କରେ ଓ ଯାହା କୌଣସି ରୋଗର ସୂଚକ ହୋଇଥାଏ

ଉଦାହରଣ : ରୋଗର ଲକ୍ଷଣ ତ ଟାଇଫଏଡ୍ ଭଳି ଲାଗୁଛି

ସମକକ୍ଷ : ଲକ୍ଷଣ

सामान्य शारीरिक अवस्था या क्रिया में हुए वे परिवर्तन जो किसी रोगी को अनुभव होते हैं और जो किसी न किसी रोग के सूचक होते हैं।

लक्षण तो टाइफाइड के लगते हैं।
रोग लक्षण, लक्षण

(medicine) any sensation or change in bodily function that is experienced by a patient and is associated with a particular disease.

symptom