ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଳହେଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଳହେଡ଼   ବିଶେଷ୍ୟ

ଅର୍ଥ : ଯୁଦ୍ଧ ସମ୍ବନ୍ଧୀ କ୍ରିୟା-କଳାପ ବା ପରିଚାଳନାରେ ରେଳ ମାର୍ଗରେ ସ୍ଥିତ ଏହି ଭଣ୍ଡାର ଯେଉଁଠି ସୈନିକ ସାମଗ୍ରୀ ବାଣ୍ଟିବା ପାଇଁ ଓଲ୍ଲାଇଥାନ୍ତି

ଉଦାହରଣ : ରେଳହେଡ଼ରେ ଅନେକ ସୈନିକ ସାମଗ୍ରୀ ରଖା ଯାଇଛି

ସମକକ୍ଷ : ରେଳମାର୍ଗୀୟ ସୈନିକ ଭଣ୍ଡାର

* युद्ध संबंधी क्रिया-कलाप या परिचालन में रेल-मार्ग पर स्थित वह भंडार जहाँ सैनिक-सामग्री बाँटने के लिए उतारी जाती है।

रेलहेड में बहुत सारी सैनिक सामग्री रखी हुई है।
रेलमार्गीय सैनिक भंडार, रेलमार्गीय सैनिक सामग्री भंडार, रेलहेड

A railroad depot in a theater of operations where military supplies are unloaded for distribution.

railhead

ଅର୍ଥ : ଯେଉଁସ୍ଥାନରେ ଅସମାପ୍ତ ରେଳପଥର ରେଳଧାରଣା ଶେଷ ହୋଇଥାଏ

ଉଦାହରଣ : ବାରଣାସୀ ଅନେକ ରେଳଗାଡ଼ିପାଇଁ ପଟରୀ-ଶୀର୍ଷ

ସମକକ୍ଷ : ପଟରୀ-ଶୀର୍ଷ

असमाप्त या अधूरे रेलवे पर वह स्थान जहाँ कोई पटरी समाप्त हो जाती है।

वाराणसी कई गाड़ियों के लिए पटरी-शीर्ष है।
पटरी पर्यन्त, पटरी शीर्ष, पटरी-शीर्ष, रेलहेड

The end of the completed track on an unfinished railway.

railhead