ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଫ୍ରିଜରେଟର୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଫ୍ରିଜରେଟର୍‌   ବିଶେଷ୍ୟ

ଅର୍ଥ : ଏକ ସାଧନ ଯେଉଁଥିରେ ଖାଦ୍ୟ ପଦାର୍ଥଗୁଡ଼ିକୁ କମ୍‌ ତାପମାତ୍ରାରେ ଅଧିକ ଦିନପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥାଏ

ଉଦାହରଣ : ଫ୍ରିଜ୍‌ରେ ରଖା ହୋଇଥିବା କ୍ଷୀର ମୁଣ୍ଡାହୋଇଯାଇଛି

ସମକକ୍ଷ : ଫ୍ରିଜ୍‌

एक साधन जिसमें खाद्य पदार्थों को कम तापमान पर अधिक दिनों तक सुरक्षित रखा जाता है।

फ़्रिज में रखा दूध जम गया है।
प्रशीतक, प्रशीतक यंत्र, फ़्रिज, फ्रिज, रिफ्रिजरेटर, रेफ्रिजरेटर, शीतलक, शीतलक यंत्र

A refrigerator in which the coolant is pumped around by an electric motor.

electric refrigerator, fridge