ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ କଣିକା
ଉଦାହରଣ : ମୋ ଆଖିରେ ବାଲିକଣିକା ପଡ଼ିଯାଇଛି
ସମକକ୍ଷ : ଅଣୁ, କଣିକା
ଅନ୍ୟ ଭାଷାରେ ଅନୁବାଦ :हिन्दी
छोटा कण।
ଅର୍ଥ : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
ଉଦାହରଣ : ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
ସମକକ୍ଷ : ଧୂଳି, ରଜ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मिट्टी,बालू आदि का बहुत महीन चूर्ण जो प्रायः पृथ्वी के ऊपरी तल पर पाया जाता है।
Fine powdery material such as dry earth or pollen that can be blown about in the air.
ସଂସ୍ଥାପନ କରନ୍ତୁ