ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପନଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପନଗର   ବିଶେଷ୍ୟ

ଅର୍ଥ : ପଞ୍ଜାବ ରାଜ୍ୟର ଏକ ସହର

ଉଦାହରଣ : ରୂପନଗର ସହରର ଶତକଡ଼ା ପଞ୍ଚାଅଶୀ ଭାଗ ଭୋଟଦାତାଙ୍କୁ ପରିଚୟ ପତ୍ର ଦିଆଯାଇଛି

ସମକକ୍ଷ : ରୂପନଗର ସହର


ଅନ୍ୟ ଭାଷାରେ ଅନୁବାଦ :

भारत के पंजाब राज्य का एक शहर।

रूपनगर के पचासी प्रतिशत मतदाताओं को पहचान-पत्र दिए जा चुके हैं।
रूपनगर, रूपनगर शहर

ଅର୍ଥ : ପଞ୍ଜାବ ରାଜ୍ୟର ଏକ ଜିଲ୍ଲା

ଉଦାହରଣ : ରୂପନଗର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରୂପନଗର ସହରରେ ଅବସ୍ଥିତ

ସମକକ୍ଷ : ରୂପନଗର ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

भारत के पंजाब राज्य का एक जिला।

रूपनगर जिले का मुख्यालय रूपनगर शहर में है।
रूपनगर, रूपनगर ज़िला, रूपनगर जिला

A region marked off for administrative or other purposes.

district, dominion, territorial dominion, territory