ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସ୍ଥାନରୁ ଖବର ଲେଖି ଖବରକାଗଜ, ପତ୍ରିକାଆଦିରେ ଛାପିବାପାଇଁ ପଠାନ୍ତି ବା ଦୂରଦର୍ଶନକୁ ସିଧା ଖବର ପ୍ରେରଣ କରନ୍ତି
ଉଦାହରଣ :
ଆମ ସମ୍ବାଦଦାତା ବର୍ତ୍ତମାନ କୁଖ୍ୟାତ ତସ୍କର ବିରାପ୍ପାନର ମୃତ୍ୟୁ ଖବର ପଠାଇଛନ୍ତି
ସମକକ୍ଷ : ପତ୍ରକାର, ସମ୍ବାଦଦାତା