ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରିଜର୍ଭ ବ୍ୟାଙ୍କ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଅନ୍ୟ ବ୍ୟାଙ୍କ ସମୂହକୁ ସଞ୍ଚାଳନ କରୁଥିବା ତଥା ଦେଶର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ

ଉଦାହରଣ : ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିଷ୍ଠା ଏକ ଅପ୍ରେଲ୍ ଉଣେଇଶ ଶହ ପଇଁତିରିଶ ମସିହାରେ ହୋଇଥିଲା

ସମକକ୍ଷ : ରିଜର୍ଭ ବ୍ୟାଂକ୍‌


ଅନ୍ୟ ଭାଷାରେ ଅନୁବାଦ :

केन्द्रीय बैंक जो अन्य बैंकों का संचालन करता है तथा देश की अर्थव्यवस्था को नियंत्रित करता है।

भारतीय रिज़र्व बैंक की स्थापना एक अप्रैल सन् उन्नीस सौ पैंतीस को हुई थी।
रिजर्व बैंक, रिज़र्व बैंक, रीजर्व बैंक, रीज़र्व बैंक

One of 12 regional banks that monitor and act as depositories for banks in their region.

federal reserve bank, reserve bank