ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାସନ   ବିଶେଷ୍ୟ

ଅର୍ଥ : ରାଜକୀୟ ବ୍ୟବସ୍ଥାଦ୍ୱାରା କେତେକ ନିର୍ଦ୍ଦିଷ୍ଟ ସମୟ ଏବଂ ନିର୍ଦ୍ଦିଷ୍ଟ ପରିମାଣରେ ଦିଆ ଯାଉଥିବା ଖାଇବାପିଇବା ବା ଅନ୍ୟ ସବୁ ଆବଶ୍ୟକ ବସ୍ତୁଗୁଡ଼ିକ

ଉଦାହରଣ : ମନୋହର ରାସନ କିଣିବାପାଇଁ ସରକାରୀ ଦୋକାନକୁ ଯାଇଛି

खाने-पीने या अन्य आवश्यकताओं की वस्तुएँ जो राजकीय व्यवस्था द्वारा कुछ नियत समय में एवं नियत मात्रा में ही दी जाती है।

मनोहर राशन खरीदने सरकारी दुकान पर गया है।
राशन

The food allowance for one day (especially for service personnel).

The rations should be nutritionally balanced.
ration

ରାସନ   ବିଶେଷଣ

ଅର୍ଥ : ରାସନ ବା ରାସନ ସମ୍ବନ୍ଧୀୟ

ଉଦାହରଣ : ସେ ରାସନ ଦୋକାନରୁ ପାଞ୍ଚ କିଲୋ ଚାଉଳ କିଣିଲେ

ସମକକ୍ଷ : ରେସନ

राशन का या राशन-संबंधी।

उसने राशनी दुकान से पाँच किलो चावल खरीदा।
राशनी