ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜଗୁରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜଗୁରୁ   ବିଶେଷ୍ୟ

ଅର୍ଥ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜଣେ ପ୍ରମୁଖ କ୍ରାନ୍ତିକାରୀ

ଉଦାହରଣ : ଶିବରାମ ହରି ରାଜଗୁରୁଙ୍କୁ ଭଗତ ସିଂହ ଏବଂ ସୁଖଦେବଙ୍କ ସହିତ ୧୯୩୧ ମାର୍ଚ୍ଚ୨୩ ତାରିଖରେ ଫାଶୀରେ ଝୁଲାଇ ଦିଆଯାଇଥିଲା

ସମକକ୍ଷ : ଶିବରାମ ହରି ରାଜଗୁରୁ


ଅନ୍ୟ ଭାଷାରେ ଅନୁବାଦ :

भारतीय स्वतंत्रता संग्राम के एक प्रमुख क्रांतिकारी।

राजगुरु को भगत सिंह और सुखदेव के साथ २३ मार्च १९३१ को फाँसी पर लटका दिया गया था।
राजगुरु, शिवराम हरि राजगुरु