ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜ କର୍ମଚାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜ କର୍ମଚାରୀ   ବିଶେଷ୍ୟ

ଅର୍ଥ : ସରକାରଙ୍କ ଅଧୀନରେ କାର୍ଯ୍ୟରତ ବା ସରକାରୀ ସଂସ୍ଥା, କାରଖାନା ଆଦିରେ କାର୍ଯ୍ୟରତ କର୍ମଚାରୀ

ଉଦାହରଣ : ମୋର ବାପା ଜଣେ ସରକାରୀ କର୍ମଚାରୀ

ସମକକ୍ଷ : ଅମଲା, ସରକାରୀ କର୍ମଚାରୀ