ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁଇ ବା ଚାରି ଚକ ବିଶିଷ୍ଟ ଏକପ୍ରକାର ପୁରୁଣା ଯାତ୍ରୀ ଗାଡ଼ି ଯାହାକୁ ଘୋଡ଼ା ଟାଣନ୍ତି
ଉଦାହରଣ : ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ତାଙ୍କର ରଥ ଚଳାଇଥିଲେ
ସମକକ୍ଷ : ଚକ୍ରପାଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दो या चार पहियों की एक प्रकार की पुरानी सवारी गाड़ी जिसे घोड़े खींचते हैं।
A light four-wheel horse-drawn ceremonial carriage.
ଅର୍ଥ : ପଶା ଖେଳର ଏକ ଦାନ
ଉଦାହରଣ : ଓଟ ସଦାବେଳେ ତେରଛା ଚାଲେ ଓ ମାରେ
ସମକକ୍ଷ : ଓଟ
शतरंज का एक मोहरा।
(chess) a piece that can be moved diagonally over unoccupied squares of the same color.
ସଂସ୍ଥାପନ କରନ୍ତୁ