ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗାଜୀବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗାଜୀବ   ବିଶେଷ୍ୟ

ଅର୍ଥ : ଲୁଗା ରଙ୍ଗାଇବା କାର୍ଯ୍ୟ

ଉଦାହରଣ : ସେମାନେ ଅନେକ ପିଢ଼ି ଧରି ରଙ୍ଗସାଜୀ କାମ କରିଆସୁଛନ୍ତି

ସମକକ୍ଷ : ରଙ୍ଗସାଜୀ

रंगरेज या रंगसाज का काम या रंगने का काम।

वे कई पीढ़ियों से रंगरेजी करते आ रहे हैं।
रंगरेज़ी, रंगरेजी, रंगसाज़ी, रंगसाजी, रङ्गरेज़ी, रङ्गरेजी, रङ्गसाज़ी, रङ्गसाजी

The occupation of a house painter.

House painting was the only craft he knew.
house painting, painting

ଅର୍ଥ : ରଙ୍ଗ କରୁଥିବା ବ୍ୟକ୍ତି

ଉଦାହରଣ : ସେହି ରଙ୍ଗାଜୀବର ଦୋକାନ ବନ୍ଦ ହୋଇଗଲାଣି

रंग बनाने वाला व्यक्ति।

उस रंगसाज की दूकान बंद हो गई है।
रँगिया, रंगसाज, रंगसाज़, रङ्गसाज, रङ्गसाज़

ଅର୍ଥ : ଯେ କପଡ଼ା ରଙ୍ଗକରିବା ବ୍ୟବସାୟ କରେ

ଉଦାହରଣ : ରଙ୍ଗାଜୀବ ରଙ୍ଗ କରାଯାଇଥିବା କପଡ଼ା ଶୁଖାଉଛି

ସମକକ୍ଷ : ରଂଜକ

Someone whose job is to dye cloth.

dyer