ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଗଡିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଗଡିବା   ବିଶେଷ୍ୟ

ଅର୍ଥ : ରଗଡିବା ବା ଘଷିବା କ୍ରିୟା

ଉଦାହରଣ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି

ସମକକ୍ଷ : ଅବଘର୍ଷଣ, ଘର୍ଷଣ, ଘଷାମଜା

रगड़ने या घिसने की क्रिया।

ऊषा पात्रों से खाद्य के जले भाग को अवघर्षण करके निकालने की कोशिश कर रही है।
अवघर्षण, घिसना, मलना, रगड़ना

The act of rubbing or wiping.

He gave the hood a quick rub.
rub, wipe

ରଗଡିବା   କ୍ରିୟାପଦ

ଅର୍ଥ : କାହା ଦ୍ୱାରା ବହୁତ କାମ କରେଇବା

ଉଦାହରଣ : ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି

ସମକକ୍ଷ : ଖଟେଇବା, ଲଗେଇବା

किसी से बहुत काम कराना।

उर्मिला अपनी सौतेली बेटी को घर के कामों में दिन-रात जोतती है।
जोतना, रगड़ना

Work hard.

She was digging away at her math homework.
Lexicographers drudge all day long.
dig, drudge, fag, grind, labor, labour, moil, toil, travail