ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଏତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଏତ   ବିଶେଷ୍ୟ

ଅର୍ଥ : ଜମିଦାରଠାରୁ ଖଜଣା ସୂତ୍ରରେ ଜମି ଚାଷପାଇଁ ନେଇଥିବା ବ୍ୟକ୍ତି ବା ସେହି ଚାଷୀ ଯେ ଜମିଦାରଠାରୁ କିଛି ବାର୍ଷିକ ଖଜଣା ସୂତ୍ରରେ ଚାଷର ଅଧିକାର ପାଇ ଥାଏ

ଉଦାହରଣ : ଜମିଦାର ରୟତମାନଙ୍କର ଖଜଣା ଛାଡ଼ କରିଦେଲେ

ସମକକ୍ଷ : ରଇତ, ରୟତ

जमींदार से लगान पर खेत जोतने के लिए लेने वाला व्यक्ति या वह किसान जिसने ज़मींदार से कुछ वार्षिक कर पर खेती का स्वत्व प्राप्त किया हो।

जमींदार ने असामियों के लगान माफ़ कर दिए।
अधिवासी-कृषक, अधिवासीकृषक, असामी, आसामी, काश्तकार