ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଇଶୀତଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଇଶୀତଳା   ବିଶେଷ୍ୟ

ଅର୍ଥ : କେତେକ ସ୍ଥାନରେ ମୃତବ୍ୟକ୍ତିର ଦାହକର୍ମର ଦ୍ବିତୀୟ, ତୃତୀୟ ବା ଚତୁର୍ଥ ଦିନରେ ଶ୍ମଶାନ ଯାଇ ତାଙ୍କ ଅସ୍ଥି ଆଣିବା ପ୍ରକ୍ରିୟା

ଉଦାହରଣ : ସେ ରାଇଶୀତଳା ପରେ ତୁରନ୍ତ କାମକୁ ଚାଲିଗଲା

ସମକକ୍ଷ : ରାଇଶୀତଳା, ରାଇଶୀତୁଳା

कुछ स्थानों में मृतक के दाह-कर्म के दूसरे, तीसरे या चौथे दिन श्मशान में जाकर उसकी अस्थियाँ चुनने की क्रिया।

वह उठावनी के तुरंत बाद काम पर चला गया।
उठावनी