ଅର୍ଥ : ଯେଉଁ ଶାସ୍ତ୍ରରେ ଯୋଗ ବିଷୟରେ ବର୍ଣ୍ଣିତ ଥାଏ
ଉଦାହରଣ :
ପତଞ୍ଜଳିଙ୍କ ଯୋଗଶାସ୍ତ୍ର ଯୋଗସୂତ୍ର ନାମରେ ପ୍ରଖ୍ୟାତ
ସମକକ୍ଷ : ଯୋଗ ଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
वह शास्त्र जिसमें वे कर्म निर्दिष्ट हैं जिनके द्वारा इंद्रिय-निग्रह किया जाता है।
पातंजलि का योगशास्त्र योगसूत्र के नाम से जाना जाता है।