ଅର୍ଥ : ଈଶ୍ୱରଙ୍କଠାରେ ଲୀନ ହେବାର କାମନା କରୁଥିବା ଲୋକ
ଉଦାହରଣ :
ପାଞ୍ଚ ବର୍ଷ ବୟସରେ ଯୁଯୁକ୍ଷମାନ ଧ୍ରୁବ ଭଗବାନଙ୍କ ସନ୍ଧାନରେ ଘରୁ ବାହାରି ପଡ଼ିଲେଯୁଯୁକ୍ଷମାଣ ଯୋଗୀ ତପରେ ଲୀନ ଅଛନ୍ତି
ସମକକ୍ଷ : ମୁକ୍ତି ଅଭିଳାଷୀ, ଯୁଯୁକ୍ଷମାନ
ଅନ୍ୟ ଭାଷାରେ ଅନୁବାଦ :
ईश्वर में लीन होने की कामना रखने वाला।
पाँच वर्ष की अवस्था में ही युयुक्षमान ध्रुव भगवान की खोज में घर से निकल पड़ा।