ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁଦ୍ଧ ଧ୍ୱଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁଦ୍ଧ ଧ୍ୱଜ   ବିଶେଷ୍ୟ

ଅର୍ଥ : ଯେଉଁ ପତାକା ଯୁଦ୍ଧ ସମୟରେ ଉଡ଼ାଯାଏ ବା ଯାହାକୁ ଯୁଦ୍ଧ ସମୟରେ ସୈନିକମାନେ ଉଡ଼ାନ୍ତି

ଉଦାହରଣ : ମହାଭାରତ ସମୟରେ କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବମାନେ ନିଜ ନିଜର ଯୁଦ୍ଧ ପତାକା ଉଡ଼ାଇଲେ

ସମକକ୍ଷ : ଯୁଦ୍ଧ ଝଣ୍ଡା, ଯୁଦ୍ଧ ପତାକା, ସମର ପତାକା

वह झंडा जो युद्ध के समय फहराया जाता है या सेनाएँ युद्ध के समय फहराती हैं।

महाभारत के समय कुरुक्षेत्र में कौरवों और पांडवों ने अपनी-अपनी युद्ध पताकाएँ फहरा दीं।
युद्ध झंडा, युद्ध ध्वज, युद्ध पताका

A flag that leads troops into battle.

battle flag