ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୀଶୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୀଶୁ   ବିଶେଷ୍ୟ

ଅର୍ଥ : ଯେଉଁ ଧର୍ମ ପ୍ରବର୍ତ୍ତକଙ୍କଦ୍ୱାରା ପ୍ରବର୍ତ୍ତିତ ଧର୍ମକୁ ଈସାଈ ଧର୍ମ କୁହାଯାଏ

ଉଦାହରଣ : ଜୀବନରେ ଯୀଶୁଙ୍କୁ ଅନେକ କଠିନ ଅବସ୍ଥା ଅତିକ୍ରମ କରିବାକୁ ପଡ଼ିଛି

ସମକକ୍ଷ : ଇସା, ଈଶାମସିହା, ଈଶୁ, କ୍ରାଏଷ୍ଟ, ଜୀସସ୍‌

एक धर्म प्रवर्तक जिनका चलाया हुआ धर्म ईसाई धर्म कहलाता है।

अपने जीवन में ईसा को अनेक कठिनाइयों से गुजरना पड़ा।
ईशु, ईसा, ईसा मसीह, क्राइस्ट, जीसस, मसीह, मसीहा, यीशु

A teacher and prophet born in Bethlehem and active in Nazareth. His life and sermons form the basis for Christianity (circa 4 BC - AD 29).

christ, deliverer, good shepherd, jesus, jesus christ, jesus of nazareth, redeemer, savior, saviour, the nazarene