ଅର୍ଥ : ଯେ ବହୁତ ବୁଲାବୁଲି କରେ
ଉଦାହରଣ :
ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
ସମକକ୍ଷ : ପର୍ଯ୍ୟଟନପ୍ରିୟ, ବୁଲା, ବୁଲାପ୍ରିୟ, ଭ୍ରମଣପ୍ରିୟ
ଅନ୍ୟ ଭାଷାରେ ଅନୁବାଦ :
जो बहुत घूमता हो।
योगिराज हरिहरनजी एक घुमक्कड़ संत हैं।ଅର୍ଥ : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
ଉଦାହରଣ :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
ସମକକ୍ଷ : ଅସ୍ଥାୟୀ
ଅନ୍ୟ ଭାଷାରେ ଅନୁବାଦ :