ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଢ଼ୁଆଳ କରିବା ନିମନ୍ତେ ଟଙ୍ଗା ହୋଇଥିବା କପଡ଼ାଆଦି
ଉଦାହରଣ : ତାଙ୍କ ଦରଜାରେ ଗୋଟିଏ ଜୀର୍ଣ୍ଣ ପର୍ଦା ଝୁଲୁଥିଲା
ସମକକ୍ଷ : ପରଦା, ପର୍ଦା
आड़ करने के लिए लटकाया हुआ कपड़ा आदि।
Hanging cloth used as a blind (especially for a window).
ଅର୍ଥ : ରଙ୍ଗଶାଳାର ପରଦା
ଉଦାହରଣ : ଯବନିକା ଉଠିଲା ମାତ୍ରେ ସମସ୍ତ ଅଭିନେତା ଅଭିନେତ୍ରୀ ମଞ୍ଚ ଉପରେ ଦୃଷ୍ଟିଗୋଚର ହେଲେ
ସମକକ୍ଷ : ପଟ୍ଟ
रंगमंच का पर्दा।
A hanging cloth that conceals the stage from the view of the audience. Rises or parts at the beginning and descends or closes between acts and at the end of a performance.
ସଂସ୍ଥାପନ କରନ୍ତୁ
अमेजन से खरीदेँ