ଅର୍ଥ : ଛପ୍ପୟ ଛନ୍ଦର ଗୋଟିଏ ଭେଦ
ଉଦାହରଣ :
ଯତିରେ ପାଞ୍ଚଟି ଗୁରୁ ଏବଂ ଏକ ଶହ ବୟାଳିଶଟି ଲଘୁ ମାତ୍ରା ଅବା କାହା କାହା ଅନୁସାରେ ପାଞ୍ଚଟି ଗୁରୁ ଓ ଏକ ଶହ ଛତିଶଟି ଲଘୁ ମାତ୍ରା ଥାଏ
ଅର୍ଥ : ନହୁଷଙ୍କର ଜଣେ ପୁତ୍ର
ଉଦାହରଣ :
ପୁରାଣରେ ଯତିଙ୍କ ବର୍ଣ୍ଣନା ଅଛି
ଅର୍ଥ : ଶାଳକ ରାଗର ଗୋଟିଏ ଭେଦ
ଉଦାହରଣ :
ଗାୟକ ଯତି ଗାଉଛି
ଅର୍ଥ : ଯେ ନିଜର ଇନ୍ଦ୍ରିୟମାନଙ୍କୁ ବଶ କରିପାରିଛି
ଉଦାହରଣ :
ସେ ଗୃହସ୍ଥ ହୋଇବି ଯତି
ଅର୍ଥ : ବ୍ରହ୍ମାଙ୍କର ଜଣେ ପୁତ୍ର
ଉଦାହରଣ :
ଯତିଙ୍କ ଉଲ୍ଲେଖ ଭାଗବତରୁ ଆସିଛି
ଅର୍ଥ : ସଂଯମପୂର୍ବକ ବ୍ରହ୍ମଚର୍ଯ୍ୟ ପାଳନ କରିବା
ଉଦାହରଣ :
ସେ ଆଜନ୍ମ ବ୍ରହ୍ମଚାରୀ
ସମକକ୍ଷ : ବ୍ରତୀ, ବ୍ରହ୍ମଚର୍ଯ୍ୟ ପାଳକ, ବ୍ରହ୍ମଚାରୀ
ଅର୍ଥ : ନେପାଳ ତଥା ତିବ୍ବବତର ହିମାଳୟ କ୍ଷେତ୍ରରେ ରହୁଥିବା ମାନବ ପରି ଗୋଟିଏ ବଡ ବିଳାପକରୁତିବା ଜନ୍ତୁ
ଉଦାହରଣ :
ହିମମାନବର ବର୍ଣ୍ଣନା ପୌରାଣିକ କଥାରେ ମିଳେ
ସମକକ୍ଷ : ହିମମାନବ
ଅର୍ଥ : ମୃଦଙ୍ଗର ଏକ ପ୍ରକାରର ପ୍ରବନ୍ଧ ବା ବୋଲ
ଉଦାହରଣ :
ଯତି ଯୋଗୁଁ ନର୍ତ୍ତକୀର ଚରଣ ଚଳଚଞ୍ଚଳ