ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯକ୍ଷୀ   ବିଶେଷ୍ୟ

ଅର୍ଥ : ଯେ ଯକ୍ଷଙ୍କ ପୂଜା କରେ

ଉଦାହରଣ : କେତେକ ଯକ୍ଷୀ ଧନ ଆଦି ପାଇଁ ଯକ୍ଷଙ୍କ ଉପାସନା କରନ୍ତି

वह जो यक्ष की पूजा करता हो।

कुछ यक्षी धन आदि के लिए यक्ष की उपासना करते हैं।
यक्षी

ଅର୍ଥ : କୁବେରଙ୍କ ଜଣେ ପତ୍ନୀ

ଉଦାହରଣ : କୁବେରଙ୍କ ଅନେକ ପତ୍ନୀଙ୍କ ମଧ୍ୟରୁ ଯକ୍ଷୀ ଜଣେ ଥିଲେ

कुबेर की एक पत्नी।

कुबेर की कई पत्नियों में से यक्षी एक थी।
यक्षी

An imaginary being of myth or fable.

mythical being