ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯକୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯକୃତ   ବିଶେଷ୍ୟ

ଅର୍ଥ : ପେଟର ଦକ୍ଷିଣ ପାଖରେ ଥିବା ଥଳି ଯାହା କାମ କଲେ ଖାଦ୍ୟର ପରିପାକ ହୁଏ

ଉଦାହରଣ : ଇଆଡ଼ୁ ଇଆଡ଼ୁ ଜିନିଷ ଖାଇଲେ ଯକୃତ ସମ୍ବନ୍ଧୀୟ ରୋଗ ହୋଇପାରେ

ସମକକ୍ଷ : କଲିଜା

पेट में दाहिनी ओर की वह थैली जिसकी क्रिया से भोजन पचता है।

उल्टा-सीधा खाने से यकृत संबंधी रोग हो सकते हैं।
करेजा, कलेजा, कालक, जिगर, यकृत, लिवर, लीवर