ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଅ   ବିଶେଷ୍ୟ

ଅର୍ଥ : ଗହମ ପରି ଏକ ଗଛ ଯାହା ଦାନାରେ ଅଟା ତିଆରି ହୁଏ

ଉଦାହରଣ : ଶ୍ୟାମ ଯବ କ୍ଷେତରେ ପାଣି ମଡ଼ାଉଛି

ସମକକ୍ଷ : ଯବ

गेहूँ की तरह का एक पौधा जिसके दानों का आटा बनता है।

श्यामू खेत में जौ की सिंचाई कर रहा है।
जव, जौ, तीक्ष्णप्रिय, तीक्ष्णशूक, दिव्य, धान्यपति, धान्यराज, प्रावट, मेध्य, यव, यवक, शतपर्व्विका

Cultivated since prehistoric times. Grown for forage and grain.

barley

ଅର୍ଥ : ଗହମ ଭଳି ଏକ ଶସ୍ୟ ଯାହାର ଅଟାରୁ ଅଧିକ ଚୋକଡ଼ ବାହାରେ

ଉଦାହରଣ : ସୀତା ଭଜା ହୋଇଥିବା ଯବ ଏବଂ ଚଣାକୁ ପେଷୁଛି

ସମକକ୍ଷ : ଯବ

गेहूँ की तरह का एक अनाज जिसके आटे में चोकर अधिक निकलता है।

सीता भुने हुए जौ और चने को पीस रही है।
जव, जौ, तीक्ष्णप्रिय, तीक्ष्णशूक, दिव्य, धान्यपति, धान्यराज, प्रावट, मेध्य, यव, यवक, शतपर्व्विका

A grain of barley.

barley, barleycorn

ଅର୍ଥ : ଛଅ ସୋରିଷ ଭଳି ଏକ ମାପ

ଉଦାହରଣ : ମୋ ନାକ ଫୁଲର ଓଜନ ଏକ ଧାନ

ସମକକ୍ଷ : ଧାନ, ଯବ

छः राई की एक तौल।

मेरे नाक की फूली का वजन एक जौ है।
जव, जौ, यव