ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଡ଼େଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଡ଼େଲ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା

ଉଦାହରଣ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି

ସମକକ୍ଷ : ନମୂନା, ପ୍ରତିମାନ, ପ୍ରାରୂପ, ରୂପରେଖ

किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।

नई मशीन का प्रारूप तैयार कर लिया गया है।
डिज़ाइन, डिजाइन, नमूना, पूर्व रूप, प्रतिमान, प्रारूप, माडल, मॉडल, रूप रेखा, रूप-रेखा, रूपरेखा

Scale drawing of a structure.

The plans for City Hall were on file.
architectural plan, plan

ଅର୍ଥ : କୃତ୍ରିମ ଉତ୍ପାଦନବସ୍ତୁଗୁଡ଼ିକର ଯେ କୌଣସି ଏକ ପ୍ରକାର

ଉଦାହରଣ : ଏହି ମଡ଼େଲର କାରଟି ବହୁତ ପୁରୁଣା

कृत्रिम उत्पादों का कोई प्रकार।

कार का यह माडल बहुत पुराना है।
माडल, मॉडल

A type of product.

His car was an old model.
model

ଅର୍ଥ : ଟିଭି, ରେଡ଼ିଓ ଆଦି ମାଧ୍ୟମରେ ବା ଦର୍ଶକମାନଙ୍କ ସାମ୍ନାରେ, ପ୍ରତ୍ୟକ୍ଷ ରୂପରେ ନୂଆ କୃତ୍ରିମ ଉତ୍ପାଦିତ ବସ୍ତୁଗୁଡ଼ିକ ସଂପର୍କରେ ପ୍ରଚାର କରୁଥିବା କଳାକାର

ଉଦାହରଣ : ମଡ଼େଲମାନେ ମଧ୍ୟ ଏକ ପ୍ରକାରର କଳାକାର

टीवी, रेडियो आदि के माध्यम से या दर्शकों के सामने, प्रत्यक्ष रूप में नए कृत्रिम उत्पादों को प्रचारित करने वाला व्यक्ति।

मॉडल भी एक प्रकार के कलाकार होते हैं।
माडल, मॉडल