ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋସମ୍ବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋସମ୍ବୀ   ବିଶେଷ୍ୟ

ଅର୍ଥ : ଲେମ୍ବୁ ଜାତିର ମଧ୍ୟମ ଆକାରର ଏକ ରସାଳ ଫଳ

ଉଦାହରଣ : ମୋସମ୍ବୀ କମଳା ଭଳି ହୋଇଥାଏ

नीबू की जाति का एक मझोले आकार के पेड़ का फल जो रसदार होता है।

मोसम्मी संतरे की तरह का होता है।
मुसंबी, मुसंमी, मुसम्बी, मुसम्मी, मोसंबी, मोसंमी, मोसम्बी, मोसम्मी

ଅର୍ଥ : ଲେମ୍ବୁ ଜାତିର ଗୋଟିଏ ମଝିଲା ଆକାରର ଗଛ ଯାହାର ଫଳ ଖିଆ ଯାଏ

ଉଦାହରଣ : ମୋସମ୍ବୀ ଫଳ ସନ୍ତରା ଭଳି

ସମକକ୍ଷ : ମୌସମୀ, ମୌସୁମୀ

नीबू की जाति का एक मझोले आकार का पेड़ जिसके फल खाए जाते हैं।

मुसम्मी के फल संतरे की तरह होते हैं।
मुसंबी, मुसंमी, मुसम्बी, मुसम्मी, मोसंबी, मोसंमी, मोसम्बी, मोसम्मी

Lemon tree having fruit with a somewhat insipid sweetish pulp.

citrus limetta, sweet lemon, sweet lime