ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ମୂଳା ନକ୍ଷତ୍ରରେ ଥାଆନ୍ତି
ଉଦାହରଣ :
ମୂଳା ନକ୍ଷତ୍ରରେ ଜନ୍ମ ହୋଇଥିବା ପିଲା ଓ ମାଆ-ବାପାଙ୍କ ରକ୍ଷା ନିମନ୍ତେ କେତେକ ଧାର୍ମିକ ଅନୁଷ୍ଠାନ କରାଯାଏ
ସମକକ୍ଷ : ମୂଳା ନକ୍ଷତ୍ର
ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ଉନବିଂଶତିତମ ନକ୍ଷତ୍ର
ଉଦାହରଣ :
ପିଲାର ଜନ୍ମ ସମୟରେ ଚନ୍ଦ୍ର ମୂଳା ନକ୍ଷତ୍ରରେ ରହିବା ଅଶୁଭ ବୋଲି ମାନନ୍ତି
ସମକକ୍ଷ : ମୂଳାନକ୍ଷତ୍ର
ଅର୍ଥ : ଗୋଟିଏ ଛୋଟ ଗଛ ଯାହାର ଗନ୍ଧଯୁକ୍ତ ଧଳା କନ୍ଦ ଖିଆଯାଏ
ଉଦାହରଣ :
କୃଷକ କ୍ଷେତରେ ମୂଳାରେ ପାଣି ଦେଉଛି