ଅର୍ଥ : ଯୋଗ ଅନୁସାରେ ମାନବ ଶରୀରର ଷଡଚକ୍ର ମଧ୍ୟରୁ ଗୋଟିଏ
ଉଦାହରଣ :
ମଳଦ୍ୱାର ଓ ମୂତ୍ରଦ୍ୱାର ମଝିରେ ମୂଳାଧାର ଚକ୍ର ଅବସ୍ଥିତ ବୋଲି ବିଚାର କରାଯାଏ
ସମକକ୍ଷ : ମୂଳାଧାର ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
योगानुसार मानव शरीर के षट चक्रों में से एक।
मूलाधार को गुदा तथा शिश्न के बीच में स्थित माना जाता है।