ଅର୍ଥ : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
ଉଦାହରଣ :
ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
ସମକକ୍ଷ : ଟଙ୍କା
ଅନ୍ୟ ଭାଷାରେ ଅନୁବାଦ :
टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।
पुराने ज़माने में सोने, चाँदी आदि के सिक्के चलते थे।ଅର୍ଥ : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ
ଉଦାହରଣ :
ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛିଡ଼ାହେବା,ବସିବା ଆଦି ଶରୀରର ଅଙ୍ଗଗୁଡ଼ିକର କୌଣସି ସ୍ଥିତି
ଉଦାହରଣ :
ଏହି ଫଟୋରେ ଆପଣଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଚି ଯେ ଆପଣ ଶୋଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :