ଅର୍ଥ : ମିଶନର ଯେଉଁ ସଦସ୍ୟ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ ବିଭିନ୍ନ ସ୍ଥାନକୁ ଯାଆନ୍ତି
ଉଦାହରଣ :
କେତେଜଣ ମିଶନାରୀଙ୍କ ଉପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରୁଥିବାର ଦୋଷାରୋପ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
मिशन का वह सदस्य जो ईसाई धर्म के प्रचार के लिए अनेक जगहों पर जाता है।
कई मिशनरियों पर जबरदस्ती धर्म परिवर्तन का आरोप लगा है।Someone sent on a mission--especially a religious or charitable mission to a foreign country.
missionary, missionerଅର୍ଥ : ମିଶନ ସମ୍ବନ୍ଧୀୟ
ଉଦାହରଣ :
ସେ ମିଶନାରୀ ଉଦ୍ଦେଶ୍ୟ ପୂରଣ କରିବାପାଇଁ ବହୁତ ପରିଶ୍ରମ କରୁଛି
ଅନ୍ୟ ଭାଷାରେ ଅନୁବାଦ :