ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
ଉଦାହରଣ : ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
ସମକକ୍ଷ : ଧୋକା, ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ଭ୍ରାନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी को कुछ और ही या दूसरा समझने की क्रिया या भाव।
A mistake that results from taking one thing to be another.
ଅର୍ଥ : ଭ୍ରମମୂଳକ ଜ୍ଞାନ
ଉଦାହରଣ : ମିଥ୍ୟାଜ୍ଞାନ ଦୂରକରି ହିଁ ବାସ୍ତବିକ ଜ୍ଞାନପ୍ରାପ୍ତି କରାଯାଇପାରେ
ସମକକ୍ଷ : ଅପ୍ରମା
ଅନ୍ୟ ଭାଷାରେ ଅନୁବାଦ :हिन्दी
भ्रममूलक ज्ञान।
ସଂସ୍ଥାପନ କରନ୍ତୁ