ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାପିବା କାମ
ଉଦାହରଣ : କ୍ଷେତକୁ ଭାଗ କରିବାପାଇଁ ତାର ମାପ ହେଲା
ସମକକ୍ଷ : ମପାମପି
नापने या मापने का काम।
The act or process of assigning numbers to phenomena according to a rule.
ଅର୍ଥ : ନିର୍ଦ୍ଦିଷ୍ଟ ଲମ୍ବର ଆଧାର ଉପରେ କୌଣସି ଜିନିଷର ଲମ୍ବା, ଓସାର ଓ ଉଚ୍ଚତାଆଦିର ବିଚାର କରିବା ବା ତୁଳନା କରିବା
ଉଦାହରଣ : ସୋହନର ଅଣ୍ଟାର ମାପ ତିରିଶି ଇଞ୍ଚ
किसी चीज़ की लंबाई, चौड़ाई, ऊँचाई आदि जिसका विचार किसी निर्दिष्ट लंबाई के आधार पर या तुलना में होता है।
ଅର୍ଥ : କିଛି ମପାଯିବାର ଉପକରଣ
ଉଦାହରଣ : ଏହା ଏକ ଲିଟରର ମାପକ
ସମକକ୍ଷ : ଉପକରଣ, ତୁଳଯନ୍ତ୍ର, ମାପକ
वह साधन जिससे कुछ मापा जाए।
Instrument that shows the extent or amount or quantity or degree of something.
ଅର୍ଥ : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ
ଉଦାହରଣ : ଏହି ବସ୍ତୁର ଓଜନ କେତେ?
ସମକକ୍ଷ : ଓଜନ, ତଉଲ, ଭାର
किसी पदार्थ के गुरुत्व या भारीपन का परिमाण।
The vertical force exerted by a mass as a result of gravity.
ଅର୍ଥ : ଓଜନ କରିବାର କ୍ରିୟା
ଉଦାହରଣ : ସେଠଙ୍କ ପାଖରେ ଜିନିଷ ଓଜନକରି ମନୋହର ପ୍ରତିଦିନ ଶହେ ଟଙ୍କା ରୋଜଗାର କରେ
ସମକକ୍ଷ : ଓଜନ, କଣ୍ଟା, ତଉଲ
तौलने की क्रिया।
ଅର୍ଥ : ତଉଲିବା ପ୍ରକ୍ରିୟା ବା ଭାବ
ଉଦାହରଣ : ତୁମ ଓଜନ ଠିକ ନାହିଁ
ସମକକ୍ଷ : ଓଜନ
तौलने की क्रिया या भाव।
ସଂସ୍ଥାପନ କରନ୍ତୁ