ଅର୍ଥ : ମୂଲ୍ୟ କମ୍ ହେବାର ପ୍ରକ୍ରିୟା ବା ଅବସ୍ଥା
ଉଦାହରଣ :
ବଜାର ଏବେ ମାନ୍ଦା ଅଛି
ଅନ୍ୟ ଭାଷାରେ ଅନୁବାଦ :
The state of the economy declines. A widespread decline in the GDP and employment and trade lasting from six months to a year.
recessionଅର୍ଥ : ମାନ୍ଦା ହେବାର ଅବସ୍ଥା ବା ଭାବ
ଉଦାହରଣ :
ମାନ୍ଦା କାରଣରୁ ସମସ୍ତେ ଚିନ୍ତିତ
ଅନ୍ୟ ଭାଷାରେ ଅନୁବାଦ :
A state of inactivity (in business or art etc).
Economic growth of less than 1% per year is considered to be economic stagnation.