ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଶୁ, ପକ୍ଷୀ, ମାଛଆଦିର ମାଂସ ଯାହା ଖିଆଯାଏ
ଉଦାହରଣ : ସେ ଦୋକାନରୁ ଦି’କିଲୋ ମାଂସ କିଣିଲା
ସମକକ୍ଷ : ମାଉଁସ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पशु, पक्षियों, मछली आदि का मांस जो खाया जाता है।
The flesh of animals (including fishes and birds and snails) used as food.
ଅର୍ଥ : ଶରୀରର ହାତ ଓ ଚମଡା ମଧ୍ୟରେ ଥିବା ମୂଲାୟମ୍ ଓ ନମନୀୟ ପଦାର୍ଥ
ଉଦାହରଣ : ମାଂସଳ ଶରୀରରେ ଅଧିକ ମାଂସ ଥାଏ
शरीर में हड्डियों और चमड़े के बीच का मुलायम और लचीला पदार्थ।
The soft tissue of the body of a vertebrate: mainly muscle tissue and fat.
ଅର୍ଥ : ଛେଳି,ମେଣ୍ଢା ଆଦିର ମାଂସ
ଉଦାହରଣ : ଶ୍ୟାମା ମଟନ ଓ ଭାତ ଖାଉଛି
ସମକକ୍ଷ : ମଟନ
बकरे-बकरी, भेड़ आदि का गोश्त।
Meat from a mature domestic sheep.
ସଂସ୍ଥାପନ କରନ୍ତୁ