ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାରାଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାରାଜା   ବିଶେଷ୍ୟ

ଅର୍ଥ : ବିଖ୍ୟାତ ହିନ୍ଦୁ ରାଜା

ଉଦାହରଣ : ଜଣେ ମହାରାଜାଙ୍କ ଅଧୀନରେ ଅନେକ ରାଜା ଥାଆନ୍ତି

ସମକକ୍ଷ : ଅଧିରାଜ, ଅଧୀଶ୍ୱର, ରାଜେଶ, ରାଜେଶ୍ୱର

बड़ा हिन्दू राजा।

एक महाराजा के अधीन कई राजा हो सकते हैं।
अधिराज, अधीश्वर, महाराज, महाराजा, राजेश, राजेश्वर

A great raja. A Hindu prince or king in India ranking above a raja.

maharaja, maharajah

ଅର୍ଥ : ଯେଉଁ ରାଜାଙ୍କ ରାଜ୍ୟ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ

ଉଦାହରଣ : ଦଶରଥ ଜଣେ ଚକ୍ରବର୍ତ୍ତୀରାଜା ଥିଲେ

ସମକକ୍ଷ : ଚକ୍ରବର୍ତ୍ତୀରାଜା

वह राजा जिसका राज्य बहुत दूर-दूर तक फैला हो।

दशरथ एक चक्रवर्ती राजा थे।
आसमुद्रान्त, चक्रवर्ती राजा, महाराज, महाराजा

A great raja. A Hindu prince or king in India ranking above a raja.

maharaja, maharajah