ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାମୂର୍ଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାମୂର୍ଖ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଅତି ମୂର୍ଖ

ଉଦାହରଣ : କାଳିଦାସ ପ୍ରଥମେ ମହାମୂର୍ଖ ଥିଲେ ବୋଲି କୁହାଯାଏ

ସମକକ୍ଷ : ଗଜ ମୂର୍ଖ, ଗଣ୍ଡମୂର୍ଖ, ନିପଟ ମୂର୍ଖ, ମୂର୍ଖ

A person of subnormal intelligence.

changeling, cretin, half-wit, idiot, imbecile, moron, retard

ମହାମୂର୍ଖ   ବିଶେଷଣ

ଅର୍ଥ : ଯେ ବହୁତ ବଡ଼ ମୂର୍ଖ ବା ଅବୁଝା

ଉଦାହରଣ : ପଣ୍ଡିତମାନେ ମହାମୁର୍ଖ କାଳିଦାସର ବିବାହ ବିଦ୍ୟୋତ୍ମା ସହିତ କରାଇ ଦେଲେ ତାକୁ ସେ କାମ ଦିଅନାହିଁ, ସେ ମହାମୂର୍ଖ

ସମକକ୍ଷ : ଗଣ୍ଡମୂର୍ଖ, ମୂର୍ଖ

जो बहुत बड़ा मूर्ख या नासमझ हो।

पंडितों ने महामूर्ख कालीदास का विवाह विद्योत्मा से करा दिया।
उसे यह काम मत सौंपो,वह महामूर्ख है।
उल्लू का पट्ठा, खूसट, गंडमूर्ख, गण्डमूर्ख, जड़ मूर्ख, निपट गँवार, बुद्धि का भसुर, महामूर्ख, मिट्टी का घोंघा, वज्र मूर्ख, वज्रधी

In a state of mental numbness especially as resulting from shock.

He had a dazed expression on his face.
Lay semiconscious, stunned (or stupefied) by the blow.
Was stupid from fatigue.
dazed, stunned, stupefied, stupid