ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହତ୍ତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହତ୍ତ୍ୱ   ବିଶେଷ୍ୟ

ଅର୍ଥ : ଯେଉଁ ତତ୍ତ୍ୱଦ୍ୱାରା କୌଣସି ବସ୍ତୁର ଆପେକ୍ଷିକ ଶ୍ରେଷ୍ଠତା, ଉପଯୋଗିତା ବା ଆଦର କମେ ବା ବଢ଼େ

ଉଦାହରଣ : ଜ୍ଞାନର ମହତ୍ତ୍ୱ ପ୍ରତ୍ୟେକ ଜାଗାରେ ଦେଖାଯାଏ

ସମକକ୍ଷ : ଗରିମା, ମହାତ୍ମ୍ୟ, ମହିମା, ମୂଲ୍ୟ

वह तत्व जिससे किसी वस्तु की आपेक्षिक श्रेष्ठता, उपयोगिता या आदर घटता या बढ़ता हो।

ज्ञान का महत्व हर जगह दिखाई पड़ता है।
यह मेरे लिए बहुत महत्त्व रखता है।
अहमियत, गरिमा, गौरव, महत, महत्, महत्ता, महत्त्व, महत्व, महत्वपूर्णता, महात्म्य, महिमा, माने, मायने, माहात्म्य, मूल्य

The high value or worth of something.

Her price is far above rubies.
price