ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଶାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଶାଲ   ବିଶେଷ୍ୟ

ଅର୍ଥ : ଚିରାଫଟା ଲୁଗାକୁ ଏକାଠିକରି ଜଳାଇବା ନିମନ୍ତେ ପ୍ରସ୍ତୁତ ବସ୍ତୁ

ଉଦାହରଣ : ସାରା ରାତି ମଶାଲ ଜଳୁଥିଲା

ସମକକ୍ଷ : ଦିହୁଡି, ଭଣ୍ଡା

फटे-पुराने कपड़ों को लपेटकर जलाने के लिए बनाई वस्तु।

पूरी रात पोत जलता रहा।
पोत

ଅର୍ଥ : ବାଡ଼ିରେ କନା ଗୁଡ଼ାଇ ତିଆରି କରାଯାଉଥିବା ବହୁତ ମୋଟା ଆଲୋକାଧାର ଯାହାକୁ ହାତରେ ଧରି ଚାଲିହୁଏ

ଉଦାହରଣ : ଘନ ଅନ୍ଧାରରେ ଭିଡ଼ ଆଗରେ ଚାଲୁଥିବା କିଛି ଲୋକଙ୍କ ହାତରେ ମଶାଲ ଥିଲା

डंडे में चिथड़े लपेट कर बनाई हुई जलाने की बहुत मोटी बत्ती जिसे हाथ में लेकर चलते हैं।

रात के अंधेरे में भीड़ के आगे चल रहे कुछ व्यक्तियों के हाथ में मशालें थीं।
मशाल, मसाल, मसियार