ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଳୟଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଳୟଜ   ବିଶେଷ୍ୟ

ଅର୍ଥ : ଯେଉଁ ଗଛର ସୁଗନ୍ଧିତ କାଠକୁ ଘୋରି ଶରୀରରେ ଲେପ ଦିଆଯାଏ

ଉଦାହରଣ : ଚନ୍ଦନ ଶରୀରକୁ ଶୀତଳତା ପ୍ରଦାନ କରେ

ସମକକ୍ଷ : ଗନ୍ଧରାଜ, ଚନ୍ଦନ, ମହାଗନ୍ଧ, ଶ୍ରୀବାସ

एक पेड़ की सुगंधित लकड़ी जिसे घिसकर शरीर पर लेप लगाते हैं।

चंदन शरीर को शीतलता प्रदान करता है।
गंधराज, चंदन, चन्दन, दारुसार, मलयज, महागंध, मालय, याम्य, श्रीवास, श्रीवासक, संदल, सर्पेष्ट, सारंग, सित

Close-grained fragrant yellowish heartwood of the true sandalwood. Has insect repelling properties and is used for carving and cabinetwork.

sandalwood

ଅର୍ଥ : ଏକ ପ୍ରକାର ଗଛ ଯାହାର ପ୍ରତିଖଣ୍ଡ କାଠ ସୁଗନ୍ଧିତ

ଉଦାହରଣ : ଦକ୍ଷିଣ ଭାରତରେ ଚନ୍ଦନ ଜଙ୍ଗଲ ଦେଖାଯାଏ

ସମକକ୍ଷ : ଗନ୍ଧରାଜ, ଚନ୍ଦନ, ଶ୍ରୀବାସ

एक पेड़ जिसके हीर की लकड़ी सुगंधित होती है।

दक्षिण भारत में चंदन के जंगल पाये जाते हैं।
गंधराज, चंदन, चन्दन, मलयज, महागंध, मालय, याम्य, श्रीवास, श्रीवासक, संदल, सर्पप्रिय, सर्पेष्ट, सित

Parasitic tree of Indonesia and Malaysia having fragrant close-grained yellowish heartwood with insect repelling properties and used, e.g., for making chests.

sandalwood tree, santalum album, true sandalwood