ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲ୍ହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲ୍ହା   ବିଶେଷ୍ୟ

ଅର୍ଥ : ନୌକା ଚଳାଇବା କାମ କରୁଥିବା ଏକ ଜାତି

ଉଦାହରଣ : ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି

ସମକକ୍ଷ : କେଉଟ, ନାବିକ, ମଲ୍ହା ଜାତି

एक जाति जो नाव खेने का काम करती है।

मनोहर ने ब्राह्मण होते हुए भी अपने लड़के की शादी मल्लाह जाति में की है।
केवट, खेवट, खेवटिया, नाविक, मल्लाह, मल्लाह जाति, माँझी, मांझी

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ନୌକା ଚାଳନା କାର୍ଯ୍ୟ କରୁଥିବା ଗୋଟିଏ ଜାତିର ସଦସ୍ୟ

ଉଦାହରଣ : ନଦୀପାର କରାଇବା ନିମନ୍ତେ ସେ ଧୀବରକୁ ଡାକିଲା

ସମକକ୍ଷ : କେଉଟ, ଧୀବର, ନାଉରିଆ, ନାବିକ, ମାଝୀ

एक जाति का सदस्य जो नाव खेने का काम करती है।

उसने नदी पार कराने के लिए मल्लाह को पुकारा।
कनहार, केवट, खेवट, खेवटिया, नाविक, मल्लाह, माँझी, मांझी

Someone who drives or rides in a boat.

boater, boatman, waterman